ବ୍ୟବସାୟ ଜଗତରେ ପାଦ ଥାପିଲେ ଦୂତି : ଦୌଡ଼ରାଣୀରୁ ହୋଟେଲ ମାଲିକାଣୀ

ବେକାର ଯୁବକ ଯୁବତୀଙ୍କୁ କର୍ମସଂସ୍ଥାନ ଯୋଗାଇବା ଲକ୍ଷ୍ୟ ଭୁବନେଶ୍ୱର : ଆଥଲେଟିକ୍ ଟ୍ରାକ୍ ହେଉ କି ବ୍ୟକ୍ତିଗତ ଜୀବନ ଦୌଡ଼ରାଣୀ ଦୂତି ଚାନ୍ଦ, ସବୁଠୁ ଅଲଗା, ସମସ୍ତଙ୍କଠାରୁ ଭିନ୍ନ। ଛୋଟ ବୟସରେ ଅନେକ ବଡ଼ ବଡ଼ ସାହସିକ ନିଷ୍ପତ୍ତି ନେଇ ସାରା ବିଶ୍ୱରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି ସେ। ଭାରତୀୟ ଦୌଡ଼କୁଦର ଏହି ଅପ୍ରତିଦ୍ଵନ୍ଦୀ ନାୟିକା ଏବେ ବ୍ୟବସାୟ ଜଗତରେ ପାଦ ଥାପିଛନ୍ତି। ଦୌଡ଼କୁଦ … Continue reading ବ୍ୟବସାୟ ଜଗତରେ ପାଦ ଥାପିଲେ ଦୂତି : ଦୌଡ଼ରାଣୀରୁ ହୋଟେଲ ମାଲିକାଣୀ